ସୁନ୍ଦରଗଡ : ସୁନ୍ଦରଗଡରେ ଅଂଶୁଘାତରେ ୨୮ ଜଣ ଶିକାର ହୋଇଛନ୍ତି। ଗତ ସପ୍ତାହ ମଧ୍ୟରେ ୨୮ ଜଣ ଅଂଶୁଘାତର ଶିକାର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ଅଂଶୁଘାତ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.କାହ୍ନୁ ଚରଣ ନାୟକଙ୍କ ପକ୍ଷରୁ ସୂଚନା ମିଳିଛି।
Popular Categories



