www.samajalive.in
Sunday, December 14, 2025
26.1 C
Bhubaneswar

ଚୀନ୍ ଗ୍ଲୋବାଲ ସାଉଥ୍ ମିଡ଼ିଆ ଫୋରମ୍ କାର୍ଯ୍ୟକ୍ରମରେ ଯୋଗଦେବେ ସୁଧୀର କୁମାର ପଣ୍ଡା

ଭୁବନେଶ୍ଵର : ଦକ୍ଷିଣପୂର୍ବ ଚୀନର ୟୁନାନ ରାଜ୍ୟର କୁନ୍‌ମିଙ୍ଗରେ ସେପ୍ଟେମ୍ବର ୪ରୁ ୮ ଯାଏ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୫ ଗ୍ଲୋବାଲ ସାଉଥ୍ ମିଡ଼ିଆ ଓ ଥିଙ୍କ ଟ୍ୟାଙ୍କ ଫୋରମ୍ । ଫୋରମ୍‌ର ଉଦ୍‌ଘାଟନୀ ଉତ୍ସବରେ ‘ସଦର୍ଣ୍ଣ ମେସେଞ୍ଜର୍ସ’ ସାଂସ୍କୃତିକ ଭାବବିନିମୟ କାର୍ଯ୍ୟକ୍ରମ ରହିଛି । ଫୋରମରେ ସାଉଥ୍ ଓ ସାଉଥ୍ଇଷ୍ଟ ଏସିଆ ମିଡ଼ିଆ ନେଟୱାର୍କ ବାର୍ଷିକ ସମ୍ମିଳନୀ, ଷ୍ଟଡ଼ି ଟୁର୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଫୋରମ୍‌ରେ ୮୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରର ୧୦୦ରୁ ସରକାରୀ ବିଭାଗ, ଥିଙ୍କ୍ ଟ୍ୟାଙ୍କସ, ଉଦ୍ୟୋଗୀ, ମିଡ଼ିଆ ସଙ୍ଗଠନର ୪୦୦ରୁ ଅଧିକ ପ୍ରତିନିଧ ଭାଗ ନେଉଛନ୍ତି । ଏଥିରେ ଯୋଗ ଦେବାପାଇଁ ନିମନ୍ତ୍ରିତ ହୋଇଥିବା ଭାରତୀୟ ପ୍ରତିନିଧିଙ୍କ ମଧ୍ୟରେ ରହିଛନ୍ତି ‘ପ୍ରତିଦିନ’ ଓ ‘ପ୍ରତିଦିନ ଟିଭି’ ପକ୍ଷରୁ ସୁଧୀର କୁମାର କୁମାର ପଣ୍ଡା । ସେପ୍ଟେମ୍ବର ୩ ସନ୍ଧ୍ୟାରେ ଶ୍ରୀ ପଣ୍ଡା ୭ଦିନିଆ ଚୀନ୍ ଯାତ୍ରା କରୁଛନ୍ତି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories