ଭୁବନେଶ୍ବର: ୩ ଜଣ ସଙ୍ଗଠକ ଜିଲ୍ଲାର ସଭାନେତ୍ରୀଙ୍କୁ ନିଯୁକ୍ତି ଦେଲା ବିଜେଡି । ସ୍ନେହାଙ୍ଗିନୀ ଛୁରିଆ ହେଲା ମହିଳା ବିଜେଡି ସଭାନେତ୍ରୀ । କୋରାପୁଟ ଜିଲ୍ଲା ସଭାପତି ହେଲେ ଝିନ୍ନ ହିକ୍କକା । ରାୟଗଡ଼ା ଜିଲ୍ଲା ସଭାପତି ହେଲେ ଜଗନ୍ନାଥ ସାରକା । ସେହିପରି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ନୃସିଂହ ଚରଣ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ସହ ୧୨ ସଧାରଣ ସମ୍ପାଦକ ମଧ୍ୟ ନିଯୁକ୍ତ । ସେମାନେ ହେଲେ
କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ
ରଞ୍ଜିତା ସାହୁ, ସୁମିତ୍ରା ଜେନା
ଲେଖାଶ୍ରୀ ସାମନ୍ତସିଂହାର, ସୁଲୋଚନା ଦାସ
ଶର୍ମିଷ୍ଠା ଶେଠୀ, ମୀନତୀ ବେହେରା
ଶ୍ରୀମୟୀ ମିଶ୍ର, ରାଜଶ୍ରୀ ମଲ୍ଲିକ
ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର
ରଞ୍ଜିତା ସାହୁ, ଲୋପାମୁଦ୍ରା ବକ୍ସିପାତ୍ର
ଦଳର ମୁଖିଆ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।



