www.samajalive.in
Monday, December 15, 2025
27.1 C
Bhubaneswar

ସୁବର୍ଣ୍ଣରେଖା ପ୍ରକଳ୍ପରୁ କେନାଲ ବ୍ୟବସ୍ଥାରେ ଜଳ ଛଡ଼ାଯିବା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରୁ କେନାଲ ବ୍ୟବସ୍ଥାରେ ଅଧିକ ୧୫ ହଜାର ହେକ୍ଟର ଚାଷ ଜମିକୁ ଜଳ ଛଡ଼ାଯିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଜିଲ୍ଲାର ୫ଟି ବ୍ଲକର ୯୪ଟି ଗ୍ରାମର ବାସିନ୍ଦା ବିଶେଷ ଉପକୃତ ହେବେ।

- Advertisement -

ଆଗାମୀ ଦିନରେ ଏହି ପ୍ରକଳ୍ପ ଜରିଆରେ ମୟୂରଭଞ୍ଜ ଏବଂ ବାଲେଶ୍ଵରର ୧ଲକ୍ଷ ୯ହଜାର ହେକ୍ଟରରୁ ଊର୍ଦ୍ଧ୍ଵ ଚାଷ ଜମି ଜଳସେଚିତ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିସହ ପ୍ରକଳ୍ପରୁ କେନାଲ ଦ୍ବାରା ପ୍ରବାହିତ ଜଳ ଯେପରି ପ୍ରତ୍ୟେକ ଚାଷୀଙ୍କ ଜମିରେ ପହଞ୍ଚିବ ସେନେଇ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories