www.samajalive.in
Monday, December 15, 2025
26.1 C
Bhubaneswar

ଜୀବନ ବଞ୍ଚାଇବାକୁ ଦୌଡୁଥିଲେ ମହିଳା, ଦନ୍ତା ହାତୀ କଚାଡି ମାରିଲା

ବଣାଇ: ଜୀବନ ବଞ୍ଚାଇବାକୁ ମହିଳା ଜଣଙ୍କ ବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦନ୍ତା ହାତୀ କଚଡି ମାରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ରେଞ୍ଜ କୁଷୁମୁଣ୍ଡି ଗାଁ ପୁଣ୍ଡୁପୋଖରୀ ସାହିରେ । ଶୁକ୍ରବାର ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିଲା ହାତୀପଲ । ଗ୍ରାମବାସୀ ହାତୀକୁ ଘଉଡାଇବା ବେଳେ ଭୟରେ ଜୀବନ ବଂଚାଇବାକୁ ମହିଳା ଜଣଙ୍କ ଘର ଭିତରୁ ବାହାରି ଦୌଡିଥିଲେ । ଏହି ସମୟରେ ହାତୀ ସାମ୍ନାରେ ପଡିଯିବାରୁ ଶୁଣ୍ଢରେ କଚାଡି ମାରିଥିଲା ହାତୀ । ମୃତ ମହିଳା ଜଣକ ହେଲେ ଗାଁର ଇତ ୱାରୀ ବଦ୍ରା । ବନ ବିଭାଗ ଟିମ ଘଟଣାସ୍ଥଳରେ ପହଂଚି ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories