www.samajalive.in
Saturday, December 13, 2025
14.1 C
Bhubaneswar

ୟୁଏସ୍‌ ଓପନ୍‌ରୁ ଓହରିଲେ ସାନିଆ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ନ୍ୟୁୟର୍କରେ ଆରମ୍ଭ ହେଉଥିବା ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରୁ ଭାରତୀୟ ତାରକା ଖେଳାଳି ସାନିଆ ମିର୍ଜା ଓହରି ଯାଇଛନ୍ତି । ତାଙ୍କ ମାସଂପେଶୀରେ ଆଘାତ ଲାଗିଥିବାରୁ ସାନିଆ ଏପରି ନିଷ୍ପତ୍ତି ନେଇଛନ୍ତି । ୩୫ ବର୍ଷ ବୟସ୍କା ସାନିଆ ଚଳିତବର୍ଷ ପ୍ରାରମ୍ଭରେ ଘୋଷଣା କରିଥିଲେ ଯେ ୨୦୨୨ ଋତୁ ପରେ ସେ ଟେନିସ୍‌ରୁ ଅବସର ନେଇଯିବେ। ତେଣୁ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା କାରଣରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ସାନିଆ ଜୀବନରେ ଆଉ କୌଣସି ଗ୍ରାଣ୍ଡସ୍ଲାମ୍ ଖେଳିବେ ନାହିଁ । ୟୁଏସ୍‌ ଓପନ୍‌ ଅଗଷ୍ଟ ୨୯ରୁ ଆରମ୍ଭହୋଇ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଗ୍ରାଣ୍ଡସ୍ଲାମ୍‌ରେ ସାନିଆ ୩ଟି ଲେଖାଏଁ ମହିଳା ଡବଲ୍‌ସ ଓ ମିକ୍ସଡ୍‌ ଡବଲ୍‌ସ ସହ ମୋଟ ୬ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଛନ୍ତି।

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories