www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧ ଗ୍ରାମ୍ୟ ଉନୟନ ବିଭାଗର ଉଦାସିନତା : କାର୍ଯ୍ୟରେ ବିଳମ୍ବ ଯୋଗୁଁ ରାସ୍ତା ଅବସ୍ଥା ଶେଚନୀୟ

କଣ୍ଟାମାଳ : ସମ୍ପ୍ରତି ପଞ୍ଚାୟତ ସମିତି ଅଧିନରେ ଥିବା କଣ୍ଟାମାଳବ୍ଲକ ବରଗାଁ-ସୌରୀବେଙ୍ଗେସ ରାସ୍ତାଟି ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହେବା ପରେ ବିଭାଗ ଏହାରି ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ମନ୍ଥର ଗତିର କାର୍ଯ୍ୟ ଯୋଗୁଁ ଖୋଳି ଦିଆଯାଇ ଥିବା ଗାଁ ରାସ୍ତା ଖଣ୍ଡିକ ବତ୍ତର୍ମାନ ବର୍ଷର ପ୍ରଥମ ବର୍ଷାରେ ପାଣି କାଦୁଅରେ ପଚପଚ ହେଉଥିବା ଦେଖିବାକୁ ମିଳିଛି। ରାସ୍ତା ତମାମ ଭରପୁର କାଦୁଅ ଯୋଗୁଁ ପାଦରେ ଚାଲିଚାଲି ଯିବା କଷ୍ଟକର ହୋଇ ପଡୁଛି। ଅଧିକ ବର୍ଷା ହେବା ପୂର୍ବରୁ ରାସ୍ତାଟିର ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories