ଯୁବକଙ୍କୁ ମରଣାତ୍ମକ ଅକ୍ରମଣ

0

ବାଲେଶ୍ୱର: ବାଲେଶ୍ୱର ଜିଲା ଅନନ୍ତପୁର ଥାନା ଅନ୍ତର୍ଗତ ସୁଆଁ ଛକ ନିକଟରେ ଜଣେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୁଆଁ ଗ୍ରାମର ଦିବାକର ଦାସ ଯାଉଥିବା ସମୟରେ ଏକ ବୋଲୋରରେ କିଛି ବ୍ୟକ୍ତି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ସେ ଏହି ଆକ୍ରମଣରେ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Leave A Reply