www.samajalive.in
Wednesday, December 10, 2025
23.1 C
Bhubaneswar

ନୂଆପଡ଼ାରେ କାରସାଦି ହୋଇଛି: ସ୍ନେହାଙ୍ଗିନୀ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟଲାଭ କରିବା ପରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନରେ ଜାଲିଆତି ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ରବିବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ନୂଆପଡ଼ାରେ କାରସାଦି ହୋଇଥିବା ଅଭିଯୋଗ କରିଛନ୍ତି।

ସ୍ନେହାଙ୍ଗିନୀ କହିଛନ୍ତି, ‘ଯେଉଁ ଭୋଟ ମେସିନରେ ଆସିଛି, ତାହାକୁ ସେ ଅଗ୍ରାହ୍ୟ କରୁଛନ୍ତି। ଫଳାଫଳକୁ ସେ ଖଣ୍ଡନ କରୁଛନ୍ତି। ନିର୍ବାଚନ କମିଶନଙ୍କୁ ନିନ୍ଦା କରୁଛନ୍ତି। ନିର୍ବାଚନ ଦିନ ସନ୍ଧ୍ୟା ୫ଟାରେ ୭୫% ଏବଂ ୭ଟାରେ ୭୭% ମତଦାନ ହୋଇଥିବା ନିର୍ବାଚନ କମିଶନ କହିଲେ। ପରଦିନ ସକାଳ ୧୦ଟାରେ ୮୧% ଏବଂ ମଧ୍ୟାହ୍ନ ୧୨ଟାରେ ୮୩.୪୫% ମତଦାନ ହୋଇଥିବା କହିଲେ। ନୂଆପଡ଼ାରେ ଅନେକଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି। ସ୍ଵାଧୀନତା ପରଠୁ ନୂଆପଡ଼ାରେ ମତଦାନ ହାର ୭୦% ଭିତରେ ରହିଛି। ଉପନିର୍ବାଚନରେ କ’ଣ ଏମିତି ହୋଇଗଲା ଯେ, ୪୧ ବୁଧରେ ୯୦%ରୁ ଅଧିକ ମତଦାନ ହେଲା। ତେଣୁ କାରସାଦି ହୋଇଛି।’

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories