www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ଶୋଇବା ଘର ଖଟ ତଳେ ଥିଲେ ୨ଟି ବିଷାକ୍ତ ସାପ, ଆଉ ତା’ପରେ..

ନୂଆଦିଲ୍ଲୀ : ନିଜ ଦୈନନ୍ଦିନ କାମ ସାରି ଜଣେ ପରିବାର ଶୋଇବାକୁ ଯିବା ସମୟରେ ଏପରି ଏକ ଘଟଣା ଘଟିଲା, ଯାହା ଖୁବ୍‌ ଭୟଙ୍କର ଥିଲା । ନିଜ ଶୋଇବା କକ୍ଷର ଖଟ ତଳେ ଉକ୍ତ ପରିବାର ଗୋଟିଏ ନୁହେଁ ବରଂ ୨ଟି ବିଷାକ୍ତ ସାପ ଖେଳୁଥିବା ଦେଖିଥିଲେ । ଏହି ଘଟଣା କ୍ୟାମେରାରେ କଏଦ ହେବା ସହ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଘଟଣାଟି ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରୁଛି ।

ମାତ୍ର ୪ ଦିନ ପରେ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ଶୁକ୍ରଙ୍କ ରାଶି ପରିବର୍ତ୍ତନ, ହଠାତ୍‌ ହେବ ଧନ ଲାଭ, ବିବାହ..

- Advertisement -


ଭିଡିଓରେ ଦେଖିପାରିବେ, ଶୋଇବା କକ୍ଷର ଚଟାଣରେ ୨ଟି ସାପ ଖେଳୁଛନ୍ତି । ଏହାପରେ ସାପ ଧରାଳୀଙ୍କୁ ଖବର ଦିଆଯିବା ପରେ ସେମାନେ ସାପକୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛାଡି ଥିଲେ ।
ପରିବାରର ଜଣେ ସଦସ୍ୟ ଦୂରରୁ ସାପଙ୍କ ଭିଡିଓ ରେକର୍ଡ କରୁଥିବା ଦେଖାଯାଉଛି । ସାପ ଖଟ ତଳେ ଥିଲେ । ପରିବାର ସଦସ୍ୟ ଘର ବାହାରେ ଭୟଭୀତ ହୋଇ ରହିଥିଲେ । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ବାତ୍ୟା ‘ଦାନା’ ପ୍ରଭାବ; ଗୁରୁବାର ଠାରୁ ଏହି ଜିଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଜିଲାରେ ବହିବ କେତେ ପବନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories