www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରାବଣ ମାସରେ ଏହି ଦ୍ରବ୍ୟ ପ୍ରଦାନ ଦ୍ୱାରା ମନୋକାମନା ପୂର୍ଣ୍ଣ ହୋଇଥାଏ

ଶ୍ରାବଣ ମାସକୁ ଭଗବାନ ଶିବଙ୍କ ମାସ କୁହାଯାଏ। ଭଗବାନ ଶିବଙ୍କୁ ଶ୍ରାବଣ ମାସ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଶିବଙ୍କୁ ଅତି ସହଜରେ ପ୍ରସନ୍ନ କରି ହୋଇଥାଏ। ଶ୍ରାବଣ ମାସରେ ଶିବଙ୍କୁ ପ୍ରସନ୍ନ କରିବା ସହ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଏହି ଜିନିଷ ପ୍ରଦାନ ଦ୍ୱାରା ପ୍ରସନ୍ନ ହୋଇଥାନ୍ତି:
ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଭଗବାନ ଶିବଙ୍କୁ ଶ୍ରାବଣ ମାସରେ କ୍ଷୀରରେ ଚିନି ମିଶାଇ ଚଢାନ୍ତୁ।ଶିବ ଲିଙ୍ଗରେ ଆଖୁ ରସ ଚଢାଇବା ଦ୍ୱାରା ସୁଖ ପ୍ରାପ୍ତି ହୋଇଥାଏ।
ଶିବ ଲିଙ୍ଗରେ ଗଙ୍ଗା ଜଳ ଚଢାଇବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
ମହୁକୁ ଶିବ ଲିଙ୍ଗରେ ଚଢାଇବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ।
ଶିବ ଲିଙ୍ଗରେ ଶୁଦ୍ଧ ଗାଈ ଘିଅ ଅଭିଷେକ କରିବା ଦ୍ୱାରା ଶାରୀରିକ ଦୁର୍ବଳତା କମ ହୋଇଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories