www.samajalive.in
Saturday, December 6, 2025
15.1 C
Bhubaneswar

ବ୍ୟବହାର ହୋଇଥିବା ତେଲ ଦାନ କରୁଥିଲେ ଜାଣି ରଖନ୍ତୁ..

ତେଲ ଦାନକରିବା ଦ୍ୱାରା ଶନି ଦେବତାଙ୍କର ଆଶୀର୍ବାଦ ମିଳିଥାଏ ମାତ୍ର ଖରାପ କିମ୍ବା ବ୍ୟବହାର ହୋଇଥିବା ତେଲ ଦାନ କରିବା ଅନୁଚିତ ଏହା କରିବା ଦ୍ୱାରା ଶନିଦେବତା କ୍ରୋଧ କରିଥାନ୍ତିି।

ଶନିବାର ଦିନ ୩ଟି ମୟୂର ପୁଚ୍ଛ ଆଣନ୍ତୁ । ମୟୂର ପୁଚ୍ଛର ତଳ ଭାଗରେ କଳା ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ଓ ୩ଟି ଗୁଆ ରଖନ୍ତୁ । ଗଙ୍ଗାଜଳ ଛିଞ୍ଚି ଶନିଦେବତାଙ୍କ ମନ୍ତ୍ର ଜପ କରନ୍ତୁ । ଏହ ସହ ତେଲରେ ୩ଟି ମାଟି ଦୀପ ଜଳାଇ ଗୁଲାବ ଜାମୁନ ଭୋଗ ଲଗାନ୍ତୁ । ଏହା ଦ୍ବାରା ଶନି ଦୋଷ ଦୂର ହୋଇଥାଏ ।

- Advertisement -

ଆଜିକାଲି ଘର ମାନଙ୍କରେ ପ୍ଲାଷ୍ଟିକ ନିର୍ମିତ ଅନେକ ଜିନିଷ ବ୍ୟବହାର କରାଯାଉଛି, କିନ୍ତୁ ଭୁଲବଶତଃ ମଧ୍ୟ ପ୍ଲାଷ୍ଟିକ ଦାନ କରିବେ ନାହିଁ। କାରଣ ଏହା କରିବା ଦ୍ୱାରା ଘରର ଉନ୍ନତିରେ ବାଧା ଉପୁଜିଥାଏ।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କଳା ପୋଷାକ, କଳା ଡାଲି (ମୁଗ ଓ ବିରି) ଏବଂ କଳା ରାଶି ଦାନ କରନ୍ତୁ ।

ନୀଳ ରଙ୍ଗର ଫୁଲ ଶନିଦେବତା ପ୍ରିୟ । ତେଣୁ ଏହି ଦିନ ନୀଳ ରଙ୍ଗର ଫୁଲ ଶନି ଦେବତାଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ ।

ଶନିଦଶା ଦୂର କରିବା ପାଇଁ ଶନି ମନ୍ଦିରରେ ଶନିଦେବତାଙ୍କ ପ୍ରତିମା ନିକଟରେ ବସି ଶନି ସ୍ତୋତ୍ର ପାଠ କରନ୍ତୁ ।

ଶନି ଜୟନ୍ତୀ ଦିନ ଅଶ୍ବତ୍ଥ ବୃକ୍ଷ ତଳେ ଦୀପ ଜଳାଇବା ଦ୍ବାରା ଶନି କୃପା ଲାଭ ହୋଇଥାଏ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories