ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ନିଆଁ ଲାଗିବା ମାତ୍ରେ ବନବିଭାଗକୁ ଖବର ଦେଉଛି ଏଆଇ କ୍ୟାମେରା। ଏବେ ଶିମିଳିପାଳରେ ପରୀକ୍ଷାମୂଳକ ଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି। ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବ ବୋଲି ସୂଚନା ମିଳିଛି।
୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..



