www.samajalive.in
Saturday, December 6, 2025
15.1 C
Bhubaneswar

ଭାରତ ଫେରିଲେ ଶିବାଶିଷ; ପରିବାର ଲୋକେ ଆଶ୍ୱସ୍ତ

ଭୁବନେଶ୍ୱର: ସାରା ଦେଶରେ କୋରାନା ଭୂତାଣୁର ଆତଙ୍କ ଜାରି ରହିଛି। ଏହା ମଧ୍ୟରେ ଜାପାନର ସମୁଦ୍ର ତଟରେ ଅଟକ ଥିବା ଡାଏମଣ୍ଡ ପ୍ରିନ୍‌ସେସ୍‌ ଜାହାଜରେ ଫଶିଥିବା ଭାରତୀୟ ସ୍ବଦେଶ ଫେରିଛନ୍ତି। ଗୁରୁବାର ସକାଳେ ଏକ ସ୍ବତନ୍ତ୍ର ବିମାନରେ ୧୧୯ ଭାରତୀୟ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁରର ଓଡ଼ିଆ ଯୁବ ଇଞ୍ଜିନିୟର ଶିବାଷିଶ ନାୟକ  ରହିଛନ୍ତି। ଏହି ଖବର ମିଳିବା ପରେ ଶିବାଶିଷଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ପୁଅ ଫେରିବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି। ଜାପାନରେ ଶିବାଶିଷଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି। ମାତ୍ର ଭାରତ ଫେରିବା ପରେ ଅନ୍ୟମାନଙ୍କ ସହିତ ଶିବାଶିଷଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ପୁନଶ୍ଚ ପରୀକ୍ଷା କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories