୧୯ ବର୍ଷ ପରେ ପଡୁଛି ଏପରି ଦୁର୍ଲଭ ଯୋଗ

0

ଜୁଲାଇ ୩୦ ତାରିଖରେ ଚଳିତ ବର୍ଷ ପଡିବ ଶ୍ରାବଣ ମାସର ପ୍ରଥମ ସୋମବାର ।  ଦେବ ଦେବ ମହା ଦେବ ଶିବଙ୍କୁ ଶ୍ରାବଣମାସ ସୋମବାରରେ ପୂଜା କଲେ ଅନେକ ସୁଫଳ ପ୍ରାପ୍ତି ହୋଇଥାଏ ।  ଚଳିତ ବର୍ଷ ପ୍ରାୟ ୧୯ ବର୍ଷ ପରେ ଶ୍ରାବଣ ମାସରେ ଏକ ଦୁର୍ଲଭ ଯୋଗ ପଡୁଛି । ଏହି ଯୋଗରେ ଶିବ ଉପସାନା କଲେ ଓ ଘରକୁ ନିମ୍ନ ବର୍ଣ୍ଣିତ ବସ୍ତୁ ଆଣିଲେ ଅନେକ ସୁଖ ଶାନ୍ତି ପ୍ରାପ୍ତି ହେବ । କାରଣ ଚଳିତ ବର୍ଷ ଜ୍ୟେଷ୍ଠ ମାସରେ ଅଧି ବର୍ଷ ବା ମଳ ମାସ ପଡିଛି । ତେବେ ଶ୍ରାବଣ ମାସ ସୋମବାରରେ ଶିବଙ୍କ ପ୍ରତିମୂର୍ତ୍ତୀ କିମ୍ବା ରୁଦ୍ରାକ୍ଷ ଆଣି ପୂଜା କଲେ  ଅନେକ ସୁଫଳ ମିଳିବ ।

ରୁଦ୍ରାକ୍ଷ ଶିବଙ୍କ ଅଶ୍ରୁରୁ   ଉତ୍ପନ ହୋଇଥିଲା। ଏଥିପାଇଁ ଶ୍ରାବଣ ମାସରେ ଏହାର ପୂଜାର୍ଚ୍ଚନା କଲେ ଅନେକ ସୁଫଳ ମିଳିବ ।

ଆପଣଙ୍କର ଅଟକି ରହିଥିବା ଅନେକ କାମ ସମ୍ପୂର୍ଣ୍ଣ ହେବ ।

prayash

ଆର୍ଥିକ ଲାଭ ହେବ । ଜୀବନରେ ଉନ୍ନତି କରିବେ ।

ଏଥିରେ ଗଙ୍ଗା ଜଳ ଅର୍ପଣ କଲେ ଆହୁରି ସୁଫଳ ପାଇବେ ।

ଶ୍ରାବଣ ମାସରେ ଗଙ୍ଗାଜଳ  ରୋଷେଇ ଘରେ ରଖିଲେ ଘରେ  ଉନ୍ନତି ପରିଲକ୍ଷିତ ହେବ ।

ଘରେ ପବିତ୍ରତାର ସହ ତମ୍ବାର ଛୋଟ ତ୍ରିଶୁଳ ରଖିଲେ ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହେବେ ।

kalyan agarbati
Leave A Reply