www.samajalive.in
Sunday, December 14, 2025
16.1 C
Bhubaneswar

୧୫ ନଭେମ୍ବରରେ ଶନିଙ୍କ ସିଧା ଚଳନ ଏହି ରାଶିଙ୍କୁ କରିବ ଭାଗ୍ୟଶାଳୀ: ମିଳିବ ଧନ, ଦୂର ହେବ ଶନି ଦଶା, ସବୁ ସମସ୍ୟା..

ନ୍ୟାୟର ଦେବତା ଓ କର୍ମଫଳଦାତା ଶନି ଦେବତା ଏହି ସମୟରେ କୁମ୍ଭ ରାଶିରେ ଓଲଟା ଚଳନ ହୋଇ ରହିଛନ୍ତି । ଶନି ଗ୍ରହ ୧୫ ନଭେମ୍ବରରେ ସିଧା ଚଳନ କରିବାକୁ ଯାଉଛନ୍ତି । ଶନିଙ୍କ ସିଧା ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଶନିଙ୍କ ଓଲଟା ଚଳନ ସାଢେସାତି ଓ ଦୈତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିବା ସହ ସିଧା ଚଳନ ଜୀବନରେ ଥିବା କଷ୍ଟକୁ ଦୂର କରିଥାଏ । ବର୍ଷ ୨୦୨୫ରେ ଶନିଙ୍କ ଚଳନ ଜୀବନରେ ଶୁଭଫଳ ପ୍ରଦାନ କରିବ।

କର୍କଟ – ଶନିଙ୍କ ଏହି ଚଳନ କର୍କଟ ରାଶି ବ୍ୟକ୍ତିି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇ ଧନ ଲାଭ ହେବ । ମାନସିକ ଶାନ୍ତି ମିଳିବ । ସମ୍ପର୍କ ମଜଭୁତ ହେବ । ଜୀବନ ସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଜୀବନରେ ସୁଖଶାନ୍ତି ବୃଦ୍ଧି ହେବ । ସରକାରୀ କ୍ଷେତ୍ରରେ ଲାଭବାନ୍‌ ହେବେ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ମିଳିବ।

- Advertisement -

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଥିବା ସମସ୍ୟା ଦୂର ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଶନିଙ୍କ କୃପାରୁ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଭୂମି କିମ୍ବା ଯାନ କିଣିବାର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । ଭାଗ୍ୟର ସାଥ୍‌ ମିଳିବ । ସରକାରୀ ଯୋଜନାରୁ ଲାଭ ପାଇବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ମିତ୍ରଙ୍କ ସହଯୋଗ ସହ ଶୁଭ ଖବର ମିଳିବ ।

୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ ; ଖାଇଲେ ହୁଏ କର୍କଟ, ଏମିତି ଜାଣନ୍ତୁ ଆଳୁ ଅସଲି କି ନକଲି..

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ କଷ୍ଟ ଦୂର ହେବ । ସନ୍ତାନ ସହ ଜଡିତ ଶୁଭ ଖବର ମିଳିବ । ପରିଶ୍ରମର ଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟୀ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପରିବାର ସହ ଜଡିତ ଚିନ୍ତା ଦୂର ହେବ । ଜୀବନରେ ସୁଖଶାନ୍ତି ମିଳିବ । ପରିବାର ସଦସ୍ୟଙ୍କ ସହ ହସଖୁସିର ସମୟ ଅତିବାହିତ କରିବେ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ଆର୍ଥିକ, ମାନସିକ ଓ ଶାରୀରିକ ସମସ୍ୟା ଦୂର ହେବ । ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ । ଦରମା ବୃଦ୍ଧି ହେବ । ଚାକିରି ଓ ବ୍ୟବସାୟ ଉଭୟରେ ଲାଭବାନ୍‌ ହେବେ । ପ୍ରେମ ସମ୍ପର୍କ ମଜଭୁତ ହେବା ସହ ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭ ଖବର ମିଳିବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭ ଖବର ପ୍ରାପ୍ତି ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଭାଗ୍ୟର ସାଥ୍‌ ମିଳିବ । ଭବିଷ୍ୟତରେ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବୈବାହିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶୁଭଫଳ ମିଳିବ ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories