୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ ; ଖାଇଲେ ହୁଏ କର୍କଟ, ଏମିତି ଜାଣନ୍ତୁ ଆଳୁ ଅସଲି କି ନକଲି..

ନୂଆଦିଲ୍ଲୀ : ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ୍‌ ପ୍ରାୟ ୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ କରିଛି। ଏକ ରିପୋର୍ଟ ଅନୁସାରେ ଧଳା ଆଳୁକୁ ଲାଲ ରଙ୍ଗ ଦେଇ ଏହାକୁ ଉଚ୍ଚ ଦାମ୍‌ରେ ବିକ୍ରି କରୁଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ । ପ୍ରତ୍ୟେକ ଘରେ ଆଳୁର ବ୍ୟବହାର ନିଶ୍ଚୟ କରାଯାଏ। ଆଳୁକୁ ତରକାରୀ, ଚିପ୍ସ, ପାମ୍ପଡ, ସିଙ୍ଗଡା ଆଦିରେ ବ୍ୟବହାର କରାଯାଏ। ଆଳୁକୁ କେମିକାଲ୍‌ ଦେଇ ଶୀଘ୍ର ପ୍ରସ୍ତୁତ କରାଯିବା … Continue reading ୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ ; ଖାଇଲେ ହୁଏ କର୍କଟ, ଏମିତି ଜାଣନ୍ତୁ ଆଳୁ ଅସଲି କି ନକଲି..