www.samajalive.in
Friday, December 5, 2025
20.1 C
Bhubaneswar

ରାକେଶ ଶର୍ମାଙ୍କର ଭୂମିକାରେ ନଜର ଆସିବେ ଶାହାରୁଖ ଖାନ୍‌

ମୁମ୍ବାଇ . – ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କୁ ନେଇ ଏକ ସିନେମା ନିର୍ମାଣ କରାଯାଉଛି । ବଲିଉଡ୍‌ର କିଙ୍ଗ ଖାନ ଶାହାରୁଖ, ରାକେଶ ଶର୍ମାଙ୍କ ଭୂମିକାରେ ଏହି ସିନେମାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି ।

ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାଇଥିଲେ ।  ତାଙ୍କରି ଜୀବନୀ ଉପରେ ଆଧାରିତ ସିନେମା ‘ସାରେ ଜାହାଁସେ ଆଛା’ ନିର୍ମାଣ କରାଯାଉଛି । ରୋନି ସ୍କ୍ରୁଓ୍ୱାଲା ଏହାର ସହ ପ୍ରଯୋଜକ ଅଛନ୍ତି । ଶାହାରୁଖ ଖାନ ଅଭିନୀତ ସିନେମା ଜିରୋ ନଭେମ୍ବର ୨ ତାରଖରେ ରିଲିଜ୍‌ ହେବ ।

- Advertisement -

ଆସନ୍ତା ବର୍ଷ ରାକେଶ ଶର୍ମାଙ୍କ ଉପରେ ନିର୍ମିତ ହେଉଥିବା ସିନେମା‘ସାରେ ଜାହାଁସେ ଆଛା’ ମୁକ୍ତିଲାଭ କରିବ । ଏଥିରେ ଭୂମି ଫଡନବେକର ଶାହାରୁଖ ସହ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories