କଟକ: ଏସ୍ସିବି ମେଡିକାଲ ତିନି ତାଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ୱାର୍ଡ ତିନି ତାଲାରେ ଥିବା ଏକ ଝରକା ଗ୍ରୀଲ ତାଡି ରୋଗୀ ଡେଇଁ ପଡିଥିବା ଅନୁମାନ କରାଯାଉଛି। ମୃତ ରୋଗୀଙ୍କ ପରିଚୟ ମିଳିନଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।
Popular Categories



