www.samajalive.in
Monday, December 15, 2025
26.1 C
Bhubaneswar

ତ୍ରିପୁରାରେ ସାନି ମତଦାନ ମାମଲାର ଅଗ୍ରାଧିକାର ଭିତ୍ତିରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ଅଗରତାଲା: ପଶ୍ଚିମ ତ୍ରିପୁରା ସଂସଦୀୟ ଆସନରେ ସାନି ମତଦାନ ପାଇଁ ବିରୋଧୀ ସିପିଆଇଏମ ପ୍ରାର୍ଥୀ ଶଙ୍କର ପ୍ରସାଦ ଦତ୍ତଙ୍କ ଦ୍ୱାରା ଆଗତ ମାମଲା ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିବା ପରେ ବାମ ଦଳଗୁଡିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରୀ ରଖିବା ପାଇଁ ଘୋଷଣା କରାଯାଇଛି। ସୁପ୍ରିମକୋର୍ଟ ଏହି ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଶୂନନି କରିବାକୁ ପ୍ରତ୍ୟାଖାନ କରିଛନ୍ତି।

ମେ ୧୨ରେ ସେଠାରେ ପୁନଃ-ମତଦାନ ପାଇଁ ଧାର୍ଯ୍ୟ ହୋଇଥିବାରୁ, ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିପିଆଇଏମ ଅଗ୍ରାଧିକାର ଭିତ୍ତିରେ ଶୁଣାଣି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି। ବାମ ସାମ୍ମୁଖ୍ୟ ଅଧ୍ୟକ୍ଷ ବିଜନ ଧର କହିଛନ୍ତି, ସୁପ୍ରିମକୋର୍ଟ ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ରାଜି ହୋଇ ନ ଥିବାରୁ, ବାମ ସାମ୍ମୁଖ୍ୟ ନିଜ ଦମରେ ନିର୍ବାଚନ ଲଢ଼ିବ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories