Patra electronics

ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ସସ୍ମିତ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଦ୍ବିତୀୟ ଥର ଲାଗି ଓଡ଼ିଆ ସାଂସଦ ଡ଼ ସସ୍ମିତ ପାତ୍ରଙ୍କୁ ଗୃହର ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡୁ ମନୋନୀତ କରିଛନ୍ତି। ପୂର୍ବରୁ ଗତ ଦୁଇ ବର୍ଷ ଧରି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ଭାବେ ସେ ଗୃହ କାର୍ଯ୍ୟ ଚଳାଉଥିଲେ। ଡ଼ ପାତ୍ରଙ୍କ ବ୍ୟତୀତ ସାଂସଦ ଭୁବନେଶ୍ୱର କାଲିତା, ଇନ୍ଦୁଵାଲା ଗୋସ୍ବାମି, ଡ଼ ଏଲ ହନୁମାନ୍ତାୟା, ଥିରୁଚି ଶିବା, ଭି ବିଜୟ ସାଇ ରେଡ୍ଡୀ ପ୍ୟାନେଲରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଦ୍ୱିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ସାଂସଦ ସସ୍ମିତ ସୋମବାର ଦିନ ପୁନଃ ଶପଥ ଗ୍ରହଣ କରିବେ।

Comments are closed.