www.samajalive.in
Sunday, December 14, 2025
23.1 C
Bhubaneswar

୬୫ ତମ ଜନ୍ମଦିନରେ ନିଜକୁ ଉପହାର ଦେଲେ ସଞ୍ଜୟ ଦତ୍ତ, କିଣିଲେ ରେଞ୍ଜ ରୋଭର

ମୁମ୍ବାଇ : ବଲିଉଡର ସଞ୍ଜୁ ବାବା ବା ସଞ୍ଜୟ ଦତ୍ତ ୨୯ ଜୁଲାଇରେ ନିଜ ୬୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସଞ୍ଜୁ ବାବା ନିଜକୁ ଏକ ଖାସ୍ ଉପହାର ଦେଇଛନ୍ତି । ସଞ୍ଜୟ ଦତ୍ତ ଜନ୍ମଦିନରେ ଏକ ନୂଆ ରେଞ୍ଜ ରୋଭର ସହିତ ନଜର ଆସିଛନ୍ତି ।  ସାମାଜିକ ଗଣମାଧ୍ୟମରେ ଏହି ଗାଡିର ଭିଡିଓ ଭାଇରାଲ ହେଉଛି । ସଞ୍ଜୟ ନିଜ ପରିବାର ସହିତ ଏହି ଖାସ୍ ଦିନକୁ ସେଲିବ୍ରେଟ୍ କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

- Advertisement -

ସଞ୍ଜୟ ଏକ କଳା ରଙ୍ଗର ରେଞ୍ଜ ରୋଭର କିଣିଛନ୍ତି । ନିଜ ଗାଡିରୁ ଓହ୍ଲାଇ ସେ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ଚାଲିଯାଉଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ଘୁରିବୁଲୁଛି । ଫ୍ୟାନ୍ସଙ୍କ ଶୁଭେଚ୍ଛା ମଧ୍ୟରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ପତିଙ୍କୁ ଖାସ୍ ଅନ୍ଦାଜରେ ଶୁଭକାମନା ଦେଇଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଉଭୟ ଏକ ପୁରୁଣା ଫଟୋରେ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଟ୍ରେନ ଦୁର୍ଘଟଣାରେ ରାଉରକେଲାର ଦୁଇଜଣ ଯୁବକଙ୍କ ମୃତ୍ୟୁ

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories