www.samajalive.in
Saturday, December 6, 2025
14.1 C
Bhubaneswar

ମାର୍ଚ୍ଚ ୧୬ରେ ବଜାର ପ୍ରବେଶ କରିବ ସାମସଙ୍ଗ ଗାଲାକ୍ସି ଏମ୍-୨୧

– ମାର୍ଚ୍ଚ ୧୬ରେ ଭାରତରେ ସାମସଙ୍ଗ ଗାଲାକ୍ସି ଏମ୍-୨୧ ଲଞ୍ଚ ହେବ
– ଏହି ଫୋନରେ ୧୮ମେଗାପିକ୍ସେଲ କ୍ୟାମେରା ଦିଆଯିବ
– ସାମସଙ୍ଗ ଗାଲାକ୍ସି ଏମ-୨୧ରେ ୬ହଜାର ଏମଏଚ୍ ବ୍ୟାଟେରି ମିଳିବ
ନୂଆଦିଲ୍ଲୀ : ଆଉ ମାତ୍ର ୪ଦିନ ପରେ ମାର୍ଚ୍ଚ ୧୬ ମଧ୍ୟାହ୍ନ ୧୨ଟା ସମୟରେ ସାମସଙ୍ଗ କମ୍ପାନୀ ଭାରତୀୟ ବଜାରରେ ତାର ନୂତନ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି ଏମ୍-୨୧ର ବଜାର ପ୍ରବେଶ କରାଇବ। ଏହି ଫୋନ ଅନଲାଇନ୍ ଷ୍ଟୋର ଆମାଜନ ଏବଂ ସାମସଙ୍ଗର ସାଇଟରୁ ବିକ୍ରି ହେବ।
ତେବେ ଆସନ୍ତୁ ଫୋନର ବିଶେଷତ୍ବ ବିଷୟରେ ଅଧିକ ଜାଣିବା………
ଆମାଜନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସାମସଙ୍ଗ ଗାଲାକ୍ସି ଏମ-୨୧ ପଛ ପ୍ୟାନେଲରେ ୪୮ମେଗାପିକ୍ସେଲର ଲେନ୍ସ ସହିତ ଏକ ଟ୍ରିପଲ କ୍ୟାମେରା ସେଟଅପ୍ ରହିବ। ପଛ ପାର୍ଶ୍ୱରେ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ମିଳିବ। ଫୋନରେ ସୁପର ଏମୋଲେଡ୍ ଡିସପ୍ଲେ ଦିଆଯିବ। ଏହା ବ୍ୟତୀତ ଫୋନରେ ୬ହଜାର ଏମଏଚ୍ ବ୍ୟାଟେରି ଉପଲବ୍ଧ ହେବ। ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ। ସାମସଙ୍ଗ ଗାଲାକ୍ସି ଏମ-୨୧ରେ ୨୦ ମେଗାପିକ୍ସେଲ ସେଲଫି କ୍ୟାମେରା ରହିବ। ଏହି ସାମସଙ୍ଗ ଫୋନର ମୂଲ୍ୟ ପ୍ରାୟ ୧୨ହଜାର ଟଙ୍କା ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories