www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ବଲପୁରରେ ବ୍ୟାପିଛି କାମଳ, ୭୬ ଆକ୍ରାନ୍ତ: ପହଞ୍ଚିଲେ ସ୍ୱାସ୍ଥ୍ୟ ନିର୍ଦେଶାଳୟର ୨ ଜଣିଆ ଟିମ୍ 

ସମ୍ବଲପୁର: ସମ୍ବଲପୁରରେ କାମଳ ରୋଗ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୭୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟର ଦୁଇ ଜଣିଆ ଦଳ ସମ୍ବଲପୁରରେ ପହଞ୍ଚିଛନ୍ତି। ସେମାନେ ପ୍ରଭାବିତ କୁମ୍ଭାରପଡ଼ା ଓ ଶାଲିଆ ବଗିଚା, ପେନସନପଡା, ଧୋବପଡା ଆଦି ଅଞ୍ଚଳରେ ସରଜମିନ ଅନୁସନ୍ଧାନ କରିଛନ୍ତି। ୧୪ ବର୍ଷରୁ କମ ବୟସ୍କମାନେ ବେଶୀ ଆକ୍ରାନ୍ତ ଥିବାରୁ ରାସ୍ତକଡ ଖାଦ୍ୟ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। କାମଳ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଯାଞ୍ଚ ଦଳ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories