www.samajalive.in
Saturday, December 6, 2025
14.1 C
Bhubaneswar

ମୋବାଇଲ ଚୋରି ଅଭିଯୋଗରେ ଜଣେ ଗିରଫ 

ସମ୍ବଲପୁର  : ସମ୍ବଲପୁରର ଧନୁପାଲି ଥାନା ଅର୍ନ୍ତଗତ ଭତରା ଅଞ୍ଚଳରେ ହୋଇଥିବା ଏକ ମୋବାଇଲ ଚୋରି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଭତରା ଅଞ୍ଚଳର ନିବାସୀ ବାସନ୍ତୀ ବାଗଙ୍କ ମୋବାଇଲ ଚୋରି ହୋଇଥିବାର ଅଭିଯୋଗ ଧନୁପାଲି ଥାନାରେ ହୋଇଛି। ଏଣୁ ପୁଲିସ ତଦନ୍ତ ସମୟରେ ଭତରା ଅଞ୍ଚଳର ସୁନୀଲ ସେଟକୁ ପୁଲିସ ଗିରଫ କରି ୨ଟି ମୋବାଇଲ ଉଦ୍ଧାର କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ବୁଧବାର ପୁଲିସ ଚାଲାଣ କରିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories