www.samajalive.in
Saturday, December 6, 2025
16.1 C
Bhubaneswar

୨୫୫ କଫ ସିରଫ ଜବତ : ଜଣେ ଗିରଫ 

ସମ୍ବଲପୁର : ବେଆଇନ ଭାବରେ ନିଶା କଫ ସିରଫ ଚାଲାଣ ସମୟରେ କ୍ଷେତରାଜପୁର ପୁଲିସ ସୂଚନା ପାଇ ଜଣେ ଯୁବକଙ୍କୁ ଗିରଫ କରିଛି। ଦିନ ଦ୍ୱିହପର ସମୟରେ ବେଆଇନ ଭାବରେ ନିଶା କଫ ସିରଫ ଚାଲାଣ ଖବର ପାଇ ଫାର୍ମ ରୋଡ, ଚେରୁଆପଡା ଅଞ୍ଚଳରେ କୁମ୍ଭାରପଡା ନିବାସୀ ମହମ୍ମଦ ସାହବାଜ (୨୮) ଙ୍କୁ ଧରିଥିଲା। ଅଭିଯୁକ୍ତଙ୍କୁ ତଲାସି ସମୟରେ ସେ ରଖିଥିବା ଏକ ଟ୍ରଲି ବ୍ୟାଗରେ ୨୫୫ଟି ନିଶା କଫ ସିରଫ ବୋତଲ ମିଳିଥିଲା। ଏଣୁ କ୍ଷେତରାଜପୁର ପୁଲିସ ମାମଲା ସଂଖ୍ୟା ୪୫/୨୦୨୩ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ନିଶା କଫ ସିରଫ ସମେତ ଏକ ଟ୍ରଲି ବ୍ୟାଗ, ୨ଟି ମୋବାଇଲ ନମ୍ବର ଏବଂ ନଗଦ ୧୧ ଶହ ଟଙ୍କା ଜବତ କରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories