BSKY banner  750×100

ଦୀପାବଳୀରେ ଶହୀଦଙ୍କୁ ଦୀପ ଦାନ

nua o banner

ସମ୍ବଲପୁର : ସମ୍ବଲପୁରର କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ପବିତ୍ର ଦୀପାବଳୀ ଉପଲକ୍ଷେ ଦୀପ ପ୍ରଦାନ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇନସ୍ପାୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶହୀଦ ସ୍ତମ୍ଭ ଓ ପରିସରକୁ ସଫା ସୁତୁରା କରାଯିବା ସହିତ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯାଇ ତାହା ସେମାନଙ୍କୁ ଉର୍ତ୍ସଗିକୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିପ୍ଲବ ଦଣ୍ଡସନା, ସମୀର ହୋତା, ତର୍ପଣ କୁମାର ପ୍ରଧାନ, ପାବି ପାତ୍ର, ଶାଶ୍ବତ କୁମାର ପଣ୍ଡା, ପ୍ରଦ୍ୟୋତ କୁମାର ପଟ୍ଟନାୟକ, ରାଜେନ୍ଦ୍ର ସାହୁ, ଆଲୋକ ବରୁଆ, ମନୋଜ ସାହୁ, ଲୋକନାଥ ମିଶ୍ର, ସୁଶାନ୍ତ ସାହୁ, ଆକାଶ ପଟ୍ଟନାୟକ, ସଞ୍ଜୀବ କୁମାର ନାଥ, କମଳ ପଣ୍ଡା, ଅଭିଜିତ ବହିଦାର, ସମୀର ଷଡଙ୍ଗୀ, ନିଲୁ ସାହୁ ଓ ନିହାର ରଞ୍ଜନ ପଣ୍ଡା ଉପସ୍ଥିତ ରହିଥିଲେ।

Comments are closed.