www.samajalive.in
Monday, December 15, 2025
26.1 C
Bhubaneswar

ଦୀପାବଳୀରେ ଶହୀଦଙ୍କୁ ଦୀପ ଦାନ

ସମ୍ବଲପୁର : ସମ୍ବଲପୁରର କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ପବିତ୍ର ଦୀପାବଳୀ ଉପଲକ୍ଷେ ଦୀପ ପ୍ରଦାନ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇନସ୍ପାୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶହୀଦ ସ୍ତମ୍ଭ ଓ ପରିସରକୁ ସଫା ସୁତୁରା କରାଯିବା ସହିତ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯାଇ ତାହା ସେମାନଙ୍କୁ ଉର୍ତ୍ସଗିକୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିପ୍ଲବ ଦଣ୍ଡସନା, ସମୀର ହୋତା, ତର୍ପଣ କୁମାର ପ୍ରଧାନ, ପାବି ପାତ୍ର, ଶାଶ୍ବତ କୁମାର ପଣ୍ଡା, ପ୍ରଦ୍ୟୋତ କୁମାର ପଟ୍ଟନାୟକ, ରାଜେନ୍ଦ୍ର ସାହୁ, ଆଲୋକ ବରୁଆ, ମନୋଜ ସାହୁ, ଲୋକନାଥ ମିଶ୍ର, ସୁଶାନ୍ତ ସାହୁ, ଆକାଶ ପଟ୍ଟନାୟକ, ସଞ୍ଜୀବ କୁମାର ନାଥ, କମଳ ପଣ୍ଡା, ଅଭିଜିତ ବହିଦାର, ସମୀର ଷଡଙ୍ଗୀ, ନିଲୁ ସାହୁ ଓ ନିହାର ରଞ୍ଜନ ପଣ୍ଡା ଉପସ୍ଥିତ ରହିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories