www.samajalive.in
Friday, December 5, 2025
20.1 C
Bhubaneswar

ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ..

ମୁମ୍ବାଇ : ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କୁ ପୁଣି ଥରେ ଜୀବନରୁ ମାରିବାକୁ ଧମକ ମିଳିଛି । ସଲମାନ୍‌ ଖାନ୍‌ଙ୍କ ବ୍ୟତୀତ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କର ପୁଅ ଜିଶାନ ସିଦ୍ଦିକିଙ୍କୁ ମଧ୍ୟ ଧମକ ମିଳିଛି । ସଲମାନ୍‌ ଓ ଜିଶାନ୍‌ଙ୍କୁ ଫୋନ୍‌ ଯୋଗେ ଧମକ ମିଳିଛି । ମୁମ୍ବଇ ପୁଲିସ ଫୋନ୍‌ କରିଥିବା ଅଭିଯୁକ୍ତକୁ ନୋଏଡାରୁ ଗିରଫ କରିଛି । ପୁଲିସ କହିବାନୁଯାୟୀ, ମଜାରେ ମଜାରେ ଉକ୍ତ ୨୪ ବର୍ଷୀୟ ଯୁବକ ଫୋନ୍‌ କରିଥିଲା । ବର୍ତ୍ତମାନ ତା’କୁ ମୁମ୍ବଇ ଅଣାଯାଇ ତଦନ୍ତ କରାଯାଉଛି ।

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories