www.samajalive.in
Saturday, December 6, 2025
16.1 C
Bhubaneswar

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ନୂଆଦିଲ୍ଲୀ : ସଲମାନ ଖାନଙ୍କୁ ପୁଣି ଥରେ ଧମକପୂର୍ଣ୍ଣ କଲ୍ ଆସିଛି । ଏହା ପରେ ତାଙ୍କ ସୁରକ୍ଷାକୁ ନେଇ ପୁଣି ଫ୍ୟାନ୍ସ ଓ ପୁଲିସର ଚିନ୍ତା ବଢିଯାଇଛି । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି । କଲରେ ଲରେନ୍ସ ବିଷ୍ଣୋଇ ନାଁ ନିଆଯାଇଛି । କଲ୍ କରିଥିବା ଲୋକ ସଲମାନଙ୍କ ସିଧା ଧମକ ଦେଇଛି, ଯାହା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ଏହା ସହିତ ଏବେ ପୁଲିସ କଲର ସୋର୍ସ ସମ୍ପର୍କରେ ଜାଣିବାକୁ ଓ ସଲମାନ ଖାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସକ୍ରିୟ ହୋଇଯାଇଛି । ଦିନକୁ ପୂର୍ବରୁ ଶାହରୁଖ ଖାନଙ୍କୁ ଧମକ ମିଳିଥିଲା । ଏନେଇ ପୁଲିସର ଯାଞ୍ଚ ଚାଲିଛି । କଲରେ ଶାହରୁଖ ଖାନଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରାଯିଥିଲା । ଏବେ ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନି କି ପୁଣି ଥରେ ସଲମାନଙ୍କଠୁ କେତେ ଟଙ୍କା ଦାବି କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories