www.samajalive.in
Saturday, December 6, 2025
26.1 C
Bhubaneswar

‘ସାଫ’ଫୁଟ୍‍ବଲ୍‍ ଚମ୍ପିୟନ୍‍ସିପ୍‍ , ଫାଇନାଲ୍‍ରେ ଭାରତ

ଢାକା : ଭାରତ ଦକ୍ଷିଣ ଏସିଆ ଫେଡେରେସନ୍‍ (ସାଫ)ଫୁଟ୍‍ବଲ୍‍ ଚମ୍ପିୟନ୍‍ସିପ୍‍ ଫାଇନାଲ୍‍ରେ ପ୍ରବେଶ କରିଛି। ବୁଧବାର ଢ଼ାକାର ବଙ୍ଗବନ୍ଧୁ ଷ୍ଟାଡିୟମ୍‍ରେ ଖେଳାଯାଇଥିବା ସେମିଫାଇନାଲ୍‍ ମ୍ୟାଚ୍‍ରେ ଭାରତ ପାକିସ୍ତାନକୁ ୩-୧ ଗୋଲ୍‍ରେ ପରାସ୍ତ କରି ଫାଇନାଲ୍‍ ଖେଳିବାର ଯୋଗ୍ୟତା ହାସଲ କରିଛି। ଏହି ପ୍ରତିଯୋଗିତାରେ ଭାରତ ୧୧ ଥର ପାଇଁ ଫାଇନାଲ୍‍ରେ ପ୍ରବେଶ କରିଛି।
ଅପର ପକ୍ଷରେ ପ୍ରଥମ ସେମିଫାଇନାଲ୍‍ରେ ମାଳଦ୍ୱୀପ ନେପାଳକୁ ୩-୦ ଗୋଲ୍‍ରେ ପରାସ୍ତ କରି ଫାଇନାଲ୍‍କୁ ଉନ୍ନୀତ ହୋଇଛି। ରେ ଥିଲା। ଆସନ୍ତା ଶନିବାର ଦିନ ଢାକାରେ ଭାରତ-ମାଳଦ୍ୱୀପ ମଧ୍ୟରେ ଫାଇନାଲ୍‍ ମ୍ରାଚ ଖେଳାଯିବ। ଗତଥର ଭାରତ ଏହି ପ୍ରତିଯୋଗିତାରେ ଚମ୍ପିୟନ୍‍ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ୭ ଥର ଏଥିରେ ବିଜୟୀ ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories