www.samajalive.in
Saturday, December 6, 2025
17.1 C
Bhubaneswar

ଭାରତ-ପାକିସ୍ତାନ ଉତ୍ତେଜନା; ବଢିଲା ଏସ୍‍ ଜୟଶଙ୍କରଙ୍କ ସୁରକ୍ଷା

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ପାକିସ୍ତାଦ ଉତ୍ତେଜନା ମଧ୍ୟରେ ବଢିଲା ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କରଙ୍କ ସୁରକ୍ଷା । ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବେ ଏକ ସ୍ୱତନ୍ତ୍ର ବୁଲେଟ୍‍ ପ୍ରୁଫ୍‍ କାରରେ ଯାତ୍ରା କରିବେ । ଗୃହ ମନ୍ତ୍ରଣାଳୟ ଏବେ ତାଙ୍କ ସୁରକ୍ଷାକୁ ବଢାଇବା ସହ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍‍ ଗାଡି ପ୍ରଦାନ କରିଛି । ଜୟଶଙ୍କରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧଇ କରାଯାଇଛି । ଏସ୍‍ ଜୟଶଙ୍କରଙ୍କୁ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ଜେଡ୍‍ ପ୍ଲସ୍‍ ସୁରକ୍ଷା ଯୋଗାଇ ଦିଆଯାଇଛି । ସିଆରପିଏଫ୍‍ କମାଣ୍ଡୋମାନେ ବୈଦେଶିକ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories