www.samajalive.in
Saturday, December 6, 2025
16.1 C
Bhubaneswar

ରୁଦ୍ରାକ୍ଷକୁ ହସ୍ତରେ ଧାରଣ କରିବା ଦ୍ବାରା ପ୍ରାପ୍ତି ହୋଇଥାଏ ଭଗବାନ ଶିବଙ୍କ କୃପା

ରୁଦ୍ରାକ୍ଷ ଏକ ବିଶେଷ ପ୍ରକାର ଗଛରୁ ମିଳିଥାଏ। ଏହା ଖାସ କରି ପାହାଡିଆ ଅଞ୍ଚଳରେ ମିଳିଥାଏ। ହିନ୍ଦୁ ଶାସ୍ତ୍ରରେ ରୁଦ୍ରାକ୍ଷର ଅନେକ ମହତ୍ତ୍ବ ବିଷୟରେ ବର୍ଣ୍ଣନା କରାଯାଇଛି। ରୁଦ୍ରାକ୍ଷ ଭଗବାନ ଶିବଙ୍କର ଆଭୂଷଣ ଅଟେ। ଘରେ ରୁଦ୍ରାକ୍ଷ ରଖିବା ଦ୍ବାରା ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମନ୍ତ୍ର ଜପ କରିବା ସମୟରେ ରୁଦ୍ରାକ୍ଷ ମାଳା ବ୍ୟବହାର କରାଯାଇଥାଏ। ଏହାଦ୍ବାରା ପରିବାର ସଦସ୍ୟଙ୍କର କୌଣସି ସମସ୍ୟା ହୋଇନଥାଏ।

ମନ୍ତ୍ର ଜପ କରିବା ସମୟରେ ରୁଦ୍ରାକ୍ଷର ମାଳା ବ୍ୟବହାର କରିବା ଶୁଭ ଅଟେ। ରୁଦ୍ରାକ୍ଷକୁ ସର୍ବଦା ହାତରେ ଧାରଣା କରିବା ଉଚିତ। ଏହାଦ୍ବାରା ବ୍ୟକ୍ତିଙ୍କ ଉପରେ ଗୃହଦୋଷ ପଡି ନଥାଏ। ରୁଦ୍ରାକ୍ଷକୁ ହସ୍ତରେଧାରଣ କରିବା ଦ୍ବାରା ଭଗବାନ ଶିବଙ୍କ କୃପା ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କ ଆଭୂଷଣକୁ ହାତରେ ରଖି ପୂଜା କରିବା ଦ୍ବାରା ଅନେକ ଲାଭ ମିଳିବା ସହ ଶୁଭ ଫଳ ମିଳିଥାଏ।

- Advertisement -

କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ମନ୍ତ୍ର ଜପ କରିବା ସମୟରେ ବିଭିନ୍ନ ପ୍ରକାର ମାଳାର ବ୍ୟବହାର କରିଥାଆନ୍ତି। କିନ୍ତୁ ତୁଳସୀ ଓ ରୁଦ୍ରାକ୍ଷ ମାଳାର ବ୍ୟବହାର କରିବା ବିଶେ​‌ଷ ମହତ୍ତ୍ବ ରଖିଥାଏ।

ତୁଳସୀ ମାଳା ବ୍ୟବହାର କରିବାର ଅନେକ କାରଣ ରହିଛି। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀ ମାଳା ଦ୍ବାରା ଜପ କରିବା ଦ୍ବାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି। ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଜୀବନରେ କୌଣସି ବାଧାବିଘ୍ନର ସମ୍ମୁଖୀନ ହୋଇନଥାଆନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories