ରାଉକେଲା : ରାଉରକେଲା ୫ନମ୍ବର ସେକ୍ଟର ଗୋଲଘର ଅଂଚଳରେ କଣ୍ଟେନମେଣ୍ଟ ଜୋନର ଲୋକେ ଧାରଣା ଦେଇଥିବା ଶୁକ୍ରବାର ଜଣାପଡ଼ିଛି। କଣ୍ଟେନମେଣ୍ଟ ଜୋନର ୭୦ ଘରର ଲୋକଙ୍କୁ ପ୍ରଶାସନ ତରଫରୁ ଅବହେଳା କରାଯାଉଥିବା ନେଇ ଏହି ଧାରଣା ଦିଆଯାଉଛି। ଦାବି ଅନୁଯାୟୀ ପ୍ରଶାସନ ତରଫରୁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆଯାଉ ବୋଲି ଆନ୍ଦୋଳନକାରୀ କହିଛନ୍ତି। ପ୍ରାୟ ଜୁଲାଇ ୭ରୁ ସମ୍ପୃକ୍ତ ଅଂଚଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା ବୋଲି ସୂଚନା ମିଳିଛି।
Popular Categories



