www.samajalive.in
Friday, December 12, 2025
16.1 C
Bhubaneswar

ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାଇଲେ ଚମକିବ ତ୍ୱଚା..

ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଉପକାରୀ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ କୋମଳ କରିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳରେ ମୁହଁ ପୋଛନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକକୁ ବୃଦ୍ଧି କରିଥାଏ।
ଗୋଲାପ ଜଳ ତ୍ୱଚାକୁ ଶୁଷ୍କ ହେବାକୁ ଦେଇନଥାଏ।
ଗୋଲାପ ଜଳ ବ୍ୟବହାର ଦ୍ୱାରା ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଘରୁ ବାହାରକୁ ଯିବା ପୂର୍ବରୁ ତ୍ୱଚାରେ ଗୋଲାପ ଜଳ ନିଶ୍ଚୟ ଲଗାନ୍ତୁ। ଏହା ସନବର୍ନରୁ ରକ୍ଷା କରେ।
ତୁଳାରେ କିଛି ଗୋଲାପ ଜଳ ଭିଜାଇ ଏହାକୁ ଆଖି ଉପରେ ରଖନ୍ତୁ। ଏହାଦ୍ୱାରା ଆଖିତଳ କଳାଦାଗ ଦୂର ହୋଇଥାଏ।
ମୁହଁ ଭଲ ଭାବେ ଧୋଇବା ପରେ ଗୋଲାପ ଜଳରେ ମୁହଁ ପୋଛନ୍ତୁ। ଏହା ତ୍ୱଚାର ଚମକକୁ ଦ୍ୱିଗୁଣିତ କରିଥାଏ।
ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ। ଏହା ଓଠକୁ କୋମଳ କରିବା ସହ ପ୍ରାକୃତିକ ଭାବେ ଗୋଲାପି ରଖିଥାଏ।
ନିୟମିତ ଗୋଲାପ ଜଳ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories