www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ଣ ୩ଟା ମୁଖ୍ୟ ଖବର

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୯୦ ମୋଟରସାଇକେଲ ଜବତ..

ପଟ୍ଟାମୁଣ୍ଡାଇ : ଗାଧୋଇବାକୁ ନଦୀକୁ ଯାଇ ଯୁବକ ନିଖୋଜ..

- Advertisement -

ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ..

କୋଶଲ ରାଜ୍ୟ ଦାବି ନେଇ ଟିଟିଲାଗଡ଼ ବନ୍ଦ ପାଳନ..

ସମ୍ବଲପୁର ସହରରେ ପଡି ନାହିଁ ମହାକୋଶଳ ବନ୍ଦ୍‌‌ର ପ୍ରଭାବ ..

ଗାଡି ଚଳାଚଳ ସ୍ୱଭାବିକ.. ଦୋକାନ ବଜାର ଖୋଲା ରହିଛି..

ବ୍ରହ୍ମପୁର : ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ .. ଜଣେ ଗୁରୁତର..

ପାଟପୁର ଥାନା ଶ୍ରୀଚନ୍ଦନପୁର ଗାଁ ନିକଟରେ ଦୁର୍ଘଟଣା..

କୋଣାର୍କ : ଚାରି ଛକରେ ବେଆଇନ କରତକଳ ଉପରେ ଚଢାଉ..

ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କଲା ବନ ବିଭାଗ..

ଆସନ୍ତାକାଲି ବିଶ୍ୱକପ୍‌‌ କ୍ରିକେଟ ଫାଇନାଲ..

କ୍ରିକେଟପ୍ରେମୀ ଅହମ୍ମଦାବାଦ ମୁହାଁ..

ଫାଇନାଲରେ ଦେଖିବାକୁ ମିଳିବେ କିମ୍ବଦନ୍ତୀ କ୍ରିକେଟର, ସେଲିବ୍ରିଟି..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫାଇନାଲ ମ୍ୟାଚ୍‌‌ ଦେଖିବେ..

ଶିକ୍ଷକଙ୍କ ଦାବି ଆଲୋଚନା ନେଇ ଆଜି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ..

ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ବୈଠକ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories