ଭୁବନେଶ୍ବର: କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ବଢ଼ିଲା ପାରିଶ୍ରମିକ। ଶ୍ରମିକଙ୍କ ଦୈନିକ ମଜୁରୀ ୭ଟଙ୍କା ବୃଦ୍ଧି ପାଇଥିବାବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି। ସେହିପରି ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୨୬ରୁ ୩୩୩ଟଙ୍କା ହୋଇଥିବାବେଳେ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୧୬ରୁ ୪୨୩କୁ ବୃଦ୍ଧି ପାଇଛି।
Popular Categories



