www.samajalive.in
Tuesday, December 9, 2025
17.1 C
Bhubaneswar

ସମାଜରେ ମାନସମ୍ମାନ ପ୍ରତିଷ୍ଠା ପାଇଁ ଆପଣାନ୍ତୁ ବାସ୍ତୁ ନିୟମ

ମନୁଷ୍ୟ ଜୀବନରେ ମାନସମ୍ମାନର ଖୁବ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାନସମ୍ମାନ ପାଇବାକୁ ସର୍ବଦା ଆକାଂକ୍ଷା ଥାଏ। ନିଜର ପ୍ରତିଷ୍ଠା ସ୍ଥାପନ କରିବା ପାଇଁ ବ୍ୟକ୍ତିଙ୍କୁ ବର୍ଷ ବର୍ଷ ଲାଗିଯାଏ। ସମାଜରେ ନିଜର ପ୍ରତିଷ୍ଠା ଓ ମାନସମ୍ମାନର ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ସେହି ସହଜ ଉପାୟ ଗୁଡ଼ିକ ବିଷୟରେ….
ସକାଳେ ସ୍ନାନ କରିବା ସମୟରେ ଜଳରେ ସାମାନ୍ୟ ଗୁଡ଼, ସୁନାର ଯେକୌଣସି ବସ୍ତୁ, ହଳଦୀ, ମହୁ, ଚିନି, ଲୁଣ, ହଳଦିଆ ଫୁଲ ଏହି ସମସ୍ତ ଦ୍ରବ୍ୟରୁ କୌଣସି ଗୋଟିଏ ଦ୍ରବ୍ୟକୁ ପାଣିରେ ପକାଇ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଗୁରୁ ଦୋଷରୁ ମୁକ୍ତି ମିଳିଥାଏ। ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇଥାଏ।
ସ୍ନାନ ପରେ ତମ୍ବାର ପାତ୍ରରେ ଜଳ ନେଇ ଭଗବାନ ସୁର୍ଯ୍ୟଙ୍କୁ ଅର୍ପଣ କରନ୍ତୁ।
ନିୟମିତ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ।
ରାତିରେ ଶୋଇବା ସମୟରେ ନିଜର ପଲଙ୍କ ତଳେ ଏକ ପାତ୍ରରେ ପାଣି ରଖନ୍ତୁ। ସକାଳ ହେବା ମାତ୍ରେ ଏହି ପାଣିକୁ ବାହାରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ସର୍ବଦା ଅପମାନଜନକ ସ୍ଥିତିରୁ ରକ୍ଷା ପାଇବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories