www.samajalive.in
Sunday, December 14, 2025
14.1 C
Bhubaneswar

ଝାଙ୍କରପାଲିରେ କୃଷି ତାଲିମ ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ଗ୍ରାମରେ ସ୍ୱେଚ୍ଛାସେବୀ ସଂସ୍ଥା ମାନବ ଅଧିକାର ସେବା ସମିତି (ମାସ୍‍) ପକ୍ଷରୁ ଏକ ଦିବସୀୟ କୃଷି ତାଳିମ ଶିବିର ଆୟୋଜିତ ହୋଇଥିଲା। ମାସର କର୍ମକର୍ତ୍ତା ବିକାଶ ଅଗ୍ରଓାଲା ଏହି ଶିବିରରେ ଯୋଗ ଦେଇ ଚାଷୀମାନଙ୍କୁ ଉନ୍ନତମାନର କୃଷି ପ୍ରଣାଳୀ ଉପରେ ତାଲିମ ଦେଇଥିଲେ। ଶିବିରରେ ଟାମ୍ପରକେଲା ଏବଂ ଝାଙ୍କରପାଲି ଗ୍ରାମ ପଞ୍ଚାୟତର ୫୦ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ। ମାସର କର୍ମକର୍ତ୍ତା ମୁରାରୀ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories