www.samajalive.in
Sunday, December 7, 2025
26.1 C
Bhubaneswar

ଭାଲୁ ଆକ୍ରମଣରେ ଛେଳି ଚରାଳୀ ଆହତ

ରେଢ଼ାଖୋଲ : ରେଢ଼ାଖୋଲ ଥାନା ବୁରଡ଼ା ପଞ୍ଚାୟତ ଅନ୍ତର୍ଗତ ବୁରଡ଼ା ଗ୍ରାମ ସୁରୁବାଲି ନାଳ ପାଖରେ ଥିବା ଖଣ୍ଡାଧୁଆ ରୁଗୁଡ଼ି ଜଙ୍ଗଲରେ ଛେଳି ଚରେଇବାକୁ ଯାଇ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତିଙ୍କ ନାମ ମହର୍ଗା ଭୁକ୍ତା । ଗତ ୨ ତାରିଖରେ ଦିନ ଅପରାହ୍ନ ଦୁଇଟା ସମୟରେ ଭାଲୁଟି ଆକ୍ରମଣ କରିଥିବା ଜଣାପଡିଛି । ବ୍ୟକ୍ତିଙ୍କ ଦୁଇ ହାତକୁ ଭାଲୁଟି ଆକ୍ରମଣ କରି ଗୁରୁତର କରି ଦେଇଛି। ତାଙ୍କର ଚିକିତ୍ସା କରାଯାଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories