www.samajalive.in
Sunday, December 14, 2025
23.1 C
Bhubaneswar

ଋଣ ବାଣ୍ଟିବ ଫ୍ଲିପକାର୍ଟ, ଆରବିଆଇ ଦେଲା ମଞ୍ଜୁରୀ

ସମାଜ ଡିଜିଟାଲ ଡେସ୍କ: ଏଣିକି ଋଣ ବାଣ୍ଟିବ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥାତ ଆରବିଆଇ ପକ୍ଷରୁ ଫ୍ଲିପକାର୍ଟକୁ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି)ର ଲାଇସେନ୍ସ ପ୍ରଦାନ କରିଛି। ଏହାଫଳରେ ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।

ଫ୍ଲିପକାର୍ଟ କମ୍ପାନୀ ପୂର୍ବରୁ ନିଜ ଇ-କମର୍ସ ସାଇଟ୍‌ରେ ତୃତୀୟ ପକ୍ଷ ଆର୍ଥିକ ଅନୁଷ୍ଠାନ ଜରିଆରେ ‘ବାୟ ନାଓ, ପେ ଲାଟର’ ଏବଂ ଇଏମଆଇ ଭଳି ସୁବିଧା ଯୋଗାଇ ଦେଉଥିଲା। ଏବେ ଏନବିଏଫସି ଲାଇସେନ୍ସ ସହିତ କମ୍ପାନୀ ବିନା କୌଣସି ତୃତୀୟ ପକ୍ଷ ଆର୍ଥିକ ଅନୁଷ୍ଠାନ ଉପରେ ନିର୍ଭର ନ କରି ନିଜେ ସ୍ଵାଧୀନ ଭାବେ ଋଣ ଦେବାର ସୁବିଧା ପ୍ରଦାନ କରିବ।

- Advertisement -

ଏହାଦ୍ଵାରା ଫ୍ଲିପକାର୍ଟ ନିଜର ବଡ଼ ପ୍ରତିଦ୍ଵନ୍ଦ୍ଵୀ ଆମାଜନକୁ କଡ଼ା ଟକ୍କର ଦେଇପାରିବ। କାରଣ ଆମାଜନ ଭାରତରେ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ପାଦ ରଖିସାରିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories