www.samajalive.in
Monday, December 8, 2025
13.1 C
Bhubaneswar

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, ଉପାଡିଲା ଗଛ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କାଳବୈଶାଖୀ ତାଣ୍ଡବ। ମଙ୍ଗଳବାର ଅପରାହ୍ନରେ ଜୋର ରେ ପବନ ସାଙ୍ଗକୁ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହୋଇଛି।  କୁମୁଟିମୁଣ୍ଡା ଗାଁର ଶଙ୍କର ହିକକା, ବୈରାଗୀ ହିକକା, ଦରା ମେଲକା ଓ ହିଲାଇ କୁନାକାଙ୍କ ଘରର ଆଜବେଷ୍ଟ ଓ ଟିଣ ଗୁଡିକ ଉଡାଇ ନେଇ ଯାଇଛି। ଏପରିକି ବହୁ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ପରେ ଖବର ପାଇ ସ୍ଥାନୀୟ ସରପଞ୍ଚ  ଗୌତମ ବାର୍ଲି ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ଦେଖି ପଞ୍ଚାୟତ ତରଫରୁ ୫କିଲୋ ଲେଖାଏଁ ଚାଉଳ ପ୍ରଦାନ କରିଛନ୍ତି । ଏବଂ ଏ ନେଇ ରାଜସ୍ୱ ନିରୀକ୍ଷକ ଙ୍କ ଦୃଷ୍ଟ ଆକର୍ଷଣ କରାଯିବ ବୋଲି କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories