www.samajalive.in
Saturday, December 6, 2025
26.1 C
Bhubaneswar

ରୟାଲ ଫ୍ରେଣ୍ଡ ଫାମିଲିର କ୍ରିକେଟ ମ୍ୟାଚ ; ବ୍ଲାକ ପାନ୍ଥର୍ସ ବିଜୟ

କଟକ : କଟକ ବିଦ୍ୟାଧରପୁର ଠାରେ ରୟାଲ ଫ୍ରେଣ୍ଡ ଫାମିଲି ଦ୍ୱାରା ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ବ୍ଲାକ ପାନ୍ଥର୍ସ ବିଜୟ ହୋଇଥିବା ବେଳେ ରୟାଲ କିଙ୍ଗସ୍‍ ଉପବିଜେତା ରହିଥିଲା। ଏହି କ୍ରକେଟ ମ୍ୟାଚରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ଛାତ୍ରନେତା ପରେଶ କୁମାର ମୁଳିଆ ମ୍ୟାଚର ଶୁଭାରମ୍ଭ କରିଥିଲେ। କ୍ରିକେଟ ମ୍ୟାଚ ଆୟୋଜନରେ ରୟାଲ ଫ୍ରେଣ୍ଡ ଫାମିଲିର ତାରାକାନ୍ତ ପରିଜା, ଚିନ୍ମୟ ମହାରଣା, ନଗେନ କୁମାର ମହାରଣା, ଚିକୁ, ରାଜେଶ, ଲିପୁନ, ବବୁଲ, ବାବୁ, ସୋନୁ, ମୋନା, ଶନି, ମିକି, ମିଲନ, ଶୁଭମ ଆଦି ସହାୟତା କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories