ଶୂନ୍ୟକାଳରେ ରେଭେନ୍ସା ତାତି; ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ବିଧାନସଭା ପ୍ରଶ୍ନକାଳ ସ୍ୱାଭାବିକ ଚାଲିବା ପରେ ଶୂନ୍ୟକାଳରେ ଆଜି ରେଭେନ୍ସା ପ୍ରସଙ୍ଗ ଉଠାଇଛି ବିଜେଡି। ବିଜେଡି ବିଧାୟକ ବ୍ୟୋମକେଶ ରାୟ ରେଭେନ୍ସା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁଠି ପ୍ରଶ୍ନ କରିନଥିଲେ ସେଠାରେ ଅତୀତର ଇତିହାସକୁ ବର୍ତ୍ତମାନର ପୀଢି କାହିଁକି ତର୍ଜମା କରିବେ। ଇତିହାସକୁ ବିକୃତ କରୁଥିବାରୁ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି।

kalyan agarbati

Comments are closed.