www.samajalive.in
Monday, December 15, 2025
26.1 C
Bhubaneswar

ଗୁରୁବାର ବିଶେଷ ; ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ ମିଳିବ ଶୁଭଫଳ

ଗୁରୁବାର ଦିନ ନିଜ ରାଶି ଅନୁଯାୟୀ କିଛି ଉପାୟ କରିବା ଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ଏ ବିଷୟରେ ….
ମେଷ –
ଈଶ୍ୱରଙ୍କୁ ସ୍ମରଣ କରି ନିଜ ମଥାରେ ଚନ୍ଦନର ତିଲକ ଲଗାନ୍ତୁ।
ବୃଷ –
୯ଜଣ ଅସହାୟ କନ୍ୟାଙ୍କୁ ଭୋଜନ କରାନ୍ତୁ।
ମିଥୁନ –
ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ।
କର୍କଟ –
କ୍ଷୀରରେ ମହୁ ମିଶାଇ ଶିବଲିଙ୍ଗଙ୍କୁ ଅର୍ପଣ କରନ୍ତୁ।
ସିଂହ –
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ମଥାରେ ଲାଲ ତିଳକ ଲଗାନ୍ତୁ, ଲାଲ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ।
କନ୍ୟା –
ମା’ କିମ୍ବା ନିଜ ଭଉଣୀଙ୍କୁ କିଛି ଉପହାର ଦିଅନ୍ତୁ।
ତୁଳା –
ପକ୍ଷୀଙ୍କୁ ଡ଼ାଲି, ମୁଗ ଖାଇବାକୁ ଦିଅନ୍ତୁ।
ବିଛା –
ସୂର୍ଯ୍ୟଦେବଙ୍କୁ ନମସ୍କାର କରିବା ସହ ମା’ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ।
ଧନୁ –
ଅଳ୍ପ କିଛି ଜାଇତ୍ରିଫଳ ନେଇ ଏକ କାଗଜରେ ନିଜ ମନସ୍କାମନା ଲେଖି ହଳଦିଆ କପଡ଼ାରେ ଏହାକୁ ବାନ୍ଧି ଘରର ପୂଜା ଘରେ ରଖି ଦିଅନ୍ତୁ।
ମକର –
ଆଜି କାହାକୁ ଧାର ଦିଅନ୍ତୁ ନାହିଁ।
କୁମ୍ଭ –
କଳା ରାଶି ଶନିଙ୍କ ମନ୍ଦିରରେ ଅର୍ପଣ କରନ୍ତୁ।
ମୀନ –
ଅସହାୟ ମହିଳାଙ୍କୁ କିଛି ବସ୍ତ୍ର ଦାନ କରନ୍ତୁ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories