www.samajalive.in
Saturday, December 6, 2025
16.1 C
Bhubaneswar

ରାଶି ଅନୁଯାୟୀ ଏପରି କରନ୍ତୁ ନୂଆ କାର୍ଯ୍ୟର ଆରମ୍ଭ

ଚଳିତ ବର୍ଷରେ ଆପଣ ବହୁ ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଇଚ୍ଛୁକ ଥିବେ। ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ ସହଜରେ କାମ ହୋଇଯାଏ। ନୂଆ କାର୍ଯ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ….
ମେଷ – ଗୁରୁବାର, ସୋରିଷ ପଡ଼ିଥିବା ଖାଦ୍ୟ ଖାଆନ୍ତୁ।
ବୃଷ – ଶନିବାର , ଘିଅ ଖାଆନ୍ତୁ।
ମିଥୁନ – ଶୁକ୍ରବାର , ଦହି ଖାଆନ୍ତୁ।
କର୍କଟ – ମଙ୍ଗଳବାର, ଗୁଡ଼ ଖାଆନ୍ତୁ।
ସିଂହ – ରବିବାର, ପାନ ଖାଆନ୍ତୁ।
କନ୍ୟା – ବୁଧବାର, ଧନିଆ ଖାଆନ୍ତୁ।
ତୁଳା – ଶୁକ୍ରବାର , ଦହି ଖାଆନ୍ତୁ।
ବିଛା – ରବିବାର, ପାନ ଖାଆନ୍ତୁ।
ଧନୁ – ଗୁରୁବାର, ହଳଦିଆ ରଙ୍ଗର ମିଠା ଖାଆନ୍ତୁ।
ମକର – ସୋମବାର, ଦହି ଓ ଚିନି ଖାଆନ୍ତୁ।
କୁମ୍ଭ – ଶନିବାର, ଘିଅ ଖାଆନ୍ତୁ।
ମୀନ – ବୁଧବାର, ଧନିଆ ଖାଆନ୍ତୁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories