BJD Bijuli 480×75 Mob

ବିରଳ ପ୍ରଜାତିର ସାପ ଉଦ୍ଧାର

BJD Bijuli 480×75 Mob

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆ ଗୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଖାରିଆ ଗୁଡ଼ା ନୂଆସାହିର ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟରେ ଗୋଟିଏ ସବୁଜ ରଙ୍ଗ ସାପଟି ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସାହିର ଯୁବକ ମାନେ ପହଞ୍ଚି ସାପଟିକୁ ବାଡି ସାହାଯ୍ୟରେ ଟେକି ନେଇ ବାହୁଦା ନଦୀ ଅପର ପାର୍ଶ୍ଵରେ ଥିବା ଆମ୍ବ ତୋଟାରେ ଛାଡି ଥିଲେ। ସବୁଜ ରଙ୍ଗ ସାପଟି ସରୁ ଥିବା ବେଳେ ଲମ୍ବା ପାୟ ସେଢେ ଚାରି ଫୁଟରୁ ଅଧିକ ରହିଥିବା ଜଣା ପଡ଼ିଛି। ତେବେ ସାହି ଯୁବ ଗୋଷ୍ଠିଙ୍କ ଏହି ଉଦ୍ୟମ କୁ ସମସ୍ତେ  ପ୍ରଶଂସା କରିଛନ୍ତି ।

Comments are closed.