www.samajalive.in
Saturday, December 6, 2025
15.1 C
Bhubaneswar

ପୋଚ ପଡୁଛି, ଚୋରା ମଦ ରନ୍ଧା ଚାଲିଛି

ରଣପୁରଗଡ : ନୟାଗଡ଼ ଅବକାରୀ ଆରକ୍ଷୀ ଅଧିକ୍ଷକ ରଣପୁର ଅବକାରୀ ଥାନା ଅଞ୍ଚଳରେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଭେଟ୍ଟବର ବନ୍ଧ ତଳ, ନାଥପୁର ଜଙ୍ଗଲ, ମହତପଲ୍ଲା ଗ୍ରାମ ପଞ୍ଚାୟତ ବିରୁଡା ଜଙ୍ଗଲ ନାଳକୁଳ, ଖତିଆ ଗ୍ରାମ ପଞ୍ଚାୟତ ମହୁଲିଆ ପାହାଡ ତଳେ ଡ୍ରମ୍ ଡ୍ରମ ପୋଚ ପଡୁଛି। ହାତରେ ଦେଶୀ ମଦ ରନ୍ଧା ହେ।ଇ ବିକ୍ରୟ ଚାଲିବା ସହ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। ରଣପୁର ଅବକାରୀ ଥାନା ଉପନିରୀକ୍ଷକ ଅର୍ପିତାରାଣୀ ସାହୁ କୁହନ୍ତି ବିରୁଡାରେ ବାରମ୍ବାର ଚଢାଉ କରାଯାଇ ଅଭିଯୁକ୍ତଙ୍କୁ କେ।ର୍ଟ ଚାଲାଣ କରାଯାଉଛି। ତଥାପି ସେମାନେ ଦେଶୀମଦ ରନ୍ଧା କାମ ଛାଡୁ ନାହାଁନ୍ତି। ଅନ୍ୟ ସ୍ଥାନରେ ଖୁବଶୀଘ୍ର ଚଢାଉ କରାଯିବ।

ଅଗଷ୍ଟ ୧ରୁ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା: ସୂର୍ଯ୍ୟ-ବୁଧ କରିବେ ଧନୀ,ମିଳିବ ରାଜା ଭଳି ସୁଖ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories