www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରିୟଙ୍କା ବାରାଣସୀରୁ ଲଢ଼ିଥିଲେ ନିର୍ବାଚନ ଟି-୨୦ ଭଳି ରୋମାଞ୍ଚକର ହୋଇଥାନ୍ତା: ରାମଦେବ

ପାଟନା: ଉତ୍ତରପ୍ରଦେଶର ବାରାଣସୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢ଼ିବେ ନାହିଁ। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ କଂଗ୍ରେସ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି। ଫଳରେ ପ୍ରିୟଙ୍କା ବାରାଣସୀରୁ ନିର୍ବାଚନ ଲଢ଼ିବେ ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହାର ଅବସାନ ଘଟିଛି। ତେବେ ଏହା ମଧ୍ୟରେ ଯୋଗଗୁରୁ ବାବା ରାମଦେବଙ୍କର ଏକ ମନ୍ତବ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବାବା ରାମଦେବ କହିଛନ୍ତି, ପ୍ରିୟଙ୍କା ବାରାଣସୀରୁ ଲିଢ଼ିଥିଲେ ନିର୍ବାଚନ ଟି-୨୦ ମ୍ୟାଚ ଭଳି ରୋମାଞ୍ଚକର ହୋଇଥାନ୍ତା। ବାରାଣସୀରେ କଂଗ୍ରେସକୁ ମାୟାବତୀ ଏବଂ ଅଖିଳେଶଙ୍କ ସମର୍ଥନ ମିଳିଥିଲେ ଐତିହାସିକ ଲଢ଼େଇ ଦେଖିବାକୁ ମିଳିଥାନ୍ତା। ଏଥିସହ ବାବା ରାମଦେବ ମୋଦୀଙ୍କ ଉଚ୍ଚତା ହିମାଳୟ ଭଳି କହିବା ସହ ବିଚାରଧାରା ଆଧାରରେ ସେ କାହାଠାରୁ ଦୂରରେ ନାହାନ୍ତି ବୋଲି କହିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories