www.samajalive.in
Saturday, December 6, 2025
15.1 C
Bhubaneswar

ଲକଡାଉନରେ ଏଭଳି ପାଳନ କରନ୍ତୁ ରାକ୍ଷୀ ପୂର୍ଣ୍ଣିମା

କରୋନା ଭୂତାଣୁ କାରଣରୁ ଅନେକ ସ୍ଥାନରେ ଲକଡାଉନ ନିୟମ ପାଳନ କରାଯାଉଛି। ଏହାର ପ୍ରଭାବ ପର୍ବପର୍ବାଣି ଉପରେ ମଧ୍ୟ ପଡ଼ୁଛି। ରାକ୍ଷୀ ପୂର୍ଣ୍ଣିମାକୁ ଭାଇ ଭଉଣୀଙ୍କର ପବିତ୍ର ପର୍ବ ବୋଲି କୁହାଯାଏ। ମାତ୍ର ଲକଡ଼ାଉନ କାରଣ ପାଇଁ ଅନେକ ଭାଇ ନିଜ ଭଉଣୀ ଠାରୁ ଦୂରରେ ରହିଛନ୍ତି। ଆପଣ ଇଚ୍ଛା କଲେ ଏହି ରାକ୍ଷୀ ପୂର୍ଣ୍ଣିମାକୁ ପାଳନ କରିପାରିବେ। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୩ରେ। ଜାଣନ୍ତୁ ଦୂରରେ ଥାଇ କିଭଳି ପାଳନ କରିବେ ରକ୍ଷା ବନ୍ଧନ…..
ଏହା ଏକ ପବିତ୍ର ପର୍ବ। ଏଥିରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧନ୍ତି। ଭାଇଙ୍କ ଦୀର୍ଘାୟୁର ପ୍ରାର୍ଥନା କରିଥାଆନ୍ତି।
– କୋରିୟର ମଧ୍ୟମରେ ରାକ୍ଷୀ ପଠାଇ ପାରିବେ।
– ରାକ୍ଷୀ ପୂର୍ଣ୍ଣିମା ଦିନ ଏକ ଲଫାପାରେ କୁଙ୍କୁମ ଓ ହଳଦି ମିଶ୍ରିତ ଚାଉଳକୁ ରଖନ୍ତୁ। ହଳଦୀକୁ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ। ଲଫାପାରେ ରାକ୍ଷୀ ରଖନ୍ତୁ। ଏହାପରେ ଏହାକୁ ଘରେ ଠାକୁରଙ୍କ ନିକଟରେ ରଖନ୍ତୁ। ଭଗବାନଙ୍କ ନିକଟରେ ଭାଇଙ୍କ ଶୁଭ କାମନା ଓ ଦୀର୍ଘାୟୁ ପ୍ରାର୍ଥନା କରନ୍ତୁ। ସେହି ରାକ୍ଷୀକୁ କୋରିୟର ମାଧ୍ୟମରେ ଭାଇଙ୍କୁ ପଠାଇ ଦିଅନ୍ତୁ। ଫୋନରେ ନିଜ ଭାଇଙ୍କ ସହ କଥା ହୁଅନ୍ତୁ।
ରାଶି ଅନୁଯାୟୀ ନିଜ ଭାଇଙ୍କୁ ତାଙ୍କ ମନପସନ୍ଦର  ମିଠାର ପ୍ରସ୍ତୁତିର ଉପାୟ ଫୋନ ମାଧ୍ୟମରେ ପଠାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories