www.samajalive.in
Friday, December 5, 2025
20.1 C
Bhubaneswar

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ; କରଣ ଜୋହରଙ୍କ ସିଇଓଙ୍କୁ ଜେରା

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବଇ ପୁଲିସ ଗତ ସୋମବାର ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କୁ ଜେରା କରିଥିବାବେଳେ ମଙ୍ଗଳବାର ଅନ୍ୟତମ ପ୍ରଯୋଜକ କରଣ ଜୋହରଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ପଚରାଉଚରା କରିଛି। କରଣଙ୍କ ସିଇଓ ଅପୂର୍ବା ମେହେଟ୍ଟା ଆଜି ଅମ୍ବୋଲୀ ଥାନାରେ ପହଞ୍ଚିଥିଲେ। ସେଠାରେ ପୁଲିସ ତାଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବୟାନ ରେକର୍ଡ କରିଥିଲା।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରଥମରୁ କରଣଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଅନେକ ଲୋକ ସୁଶାନ୍ତଙ୍କ ମୃତ୍ୟୁ ପାଇଁ କରଣଙ୍କୁ ଦାୟୀ କରୁଛନ୍ତି। କଙ୍ଗନା ରଣଔତ ଲଗାତର କରଣ ଜୋହରଙ୍କୁ ଟାର୍ଗେଟ କରୁଛନ୍ତି। ଏଥିପାଇଁ କରଣଙ୍କ ଧର୍ମା ପ୍ରଡକ୍ସନର ସିଇଓଙ୍କୁ ପଚରାଉଚରା ପାଇଁ ପୁଲିସ ନୋଟିସ ଜାରି କରିଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories